କୁଣ୍ଡାଝରି ଇ-ପତ୍ରିକା( ସେପ୍ଟେମ୍ବର-୨୦୨୪) ସଂସ୍କରଣ-୩
ତା.୦୯/୦୯/୨୦୨୪ରିଖ ରେ କୁଣ୍ଡାଝରି ଇ-ପତ୍ରିକା ର ସେପ୍ଟେମ୍ବର ସଂସ୍କରଣ ଅନଲାଇନ୍ ରେ ପ୍ରକାଶ ପାଇଥିଲା। ଏଥିରେ ଓଡ଼ିଶାର ଆଗଧାଡିର ସାହିତ୍ୟିକ ମାନଙ୍କ ଉଚ୍ଚକୋଟୀର ଗଳ୍ପ, ପ୍ରବନ୍ଧ, କବିତା, ବ୍ଯଙ୍ଗ କବିତା, ଶିଶୁ କବିତା, ପ୍ରକାଶ ପାଇଛି। ଏବେ ହିଁ ପଢନ୍ତୁ ଓ download କରନ୍ତୁ।
ଅଧିକ ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ