କୁଣ୍ଡାଝରି ଇ-ପତ୍ରିକା( ଅକ୍ଟୋବର-୨୦୨୪) ସଂସ୍କରଣ-୪
ତା.୦୯/୧୦/୨୦୨୪ରିଖ ବୁଧବାର ରେ କୁଣ୍ଡାଝରି ଇ-ପତ୍ରିକା ର ଅକ୍ଟୋବର ସଂସ୍କରଣ ଅନଲାଇନ୍ ରେ ପ୍ରକାଶ ପାଇଥିଲା। ଏଥିରେ ଓଡ଼ିଶାର ଆଗଧାଡିର ସାହିତ୍ୟିକ ମାନଙ୍କ ଉଚ୍ଚକୋଟୀର ଗଳ୍ପ, ପ୍ରବନ୍ଧ, କବିତା, ବ୍ଯଙ୍ଗ କବିତା, ଶିଶୁ କବିତା, ପୁସ୍ତକ ସମୀକ୍ଷା ଇତ୍ୟାଦି ପ୍ରକାଶ ପାଇଛି। ଏବେ ହିଁ ପଢନ୍ତୁ ଓ download କରନ୍ତୁ।