କୁଣ୍ଡାଝରି ଇ-ପତ୍ରିକା(ଡିସେମ୍ବର -୨୦୨୪) ସଂସ୍କରଣ-୬
ତା.୦୬/୧୨/୨୦୨୪ରିଖ ଶୁକ୍ରବାର କୁଣ୍ଡାଝରି ଇ-ପତ୍ରିକା ର ଡିସେମ୍ବର ସଂସ୍କରଣ ଅନଲାଇନ୍ ରେ ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ଆଗଧାଡିର ସାହିତ୍ୟିକ ମାନଙ୍କ ଉଚ୍ଚକୋଟୀର ଗଳ୍ପ, ପ୍ରବନ୍ଧ, କବିତା, ବ୍ଯଙ୍ଗ କବିତା, ଶିଶୁ କବିତା, ପୁସ୍ତକ ସମୀକ୍ଷା ଇତ୍ୟାଦି ପ୍ରକାଶ ପାଇଛି। ଏବେ ହିଁ ପଢନ୍ତୁ ଓ download କରନ୍ତୁ।